ଓଡ଼ିଶାରେ ମଦର ହୋମ୍ ଡେଲିଭରିକୁ ଅନୁମତି ଦେଲେ ରାଜ୍ୟ ସରକାର:ଲଗାଇଲେ ୫୦% କୋଭିଡ୍ ଫି

କଟକ: ଓଡ଼ିଶାରେ ଲକଡାଉନ ସମୟରେ ମଦର ହୋମ ଡେଲିଭରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ଆବଶ୍ୟକୀୟ ପରିବର୍ତ୍ତନ ଅଣାଯାଇଛି। ଏଣିକି ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନୀ ଗ୍ରାହକଙ୍କୁ ଚାହିଦା ଅନୁସାରେ ଘରେ ମଦ ଯୋଗାଇ ଦେଇପାରିବେ। ଭାରତ ତିଆରି ବିଦେଶୀ ମଦ ଓ ବିୟର ଏହି ଦୋକାନ ଜରିଆରେ ଗ୍ରାହକଙ୍କ ଘରେ ପହଞ୍ଚାଯିବ। … Continue reading ଓଡ଼ିଶାରେ ମଦର ହୋମ୍ ଡେଲିଭରିକୁ ଅନୁମତି ଦେଲେ ରାଜ୍ୟ ସରକାର:ଲଗାଇଲେ ୫୦% କୋଭିଡ୍ ଫି